King of Glory, Ep15 (ଗଉରବର୍ ରଜା) – The King’s Gospel & Glory –Sambalpuri @CreateInternational
King of Glory, Ep15 (ଗଉରବର୍ ରଜା) – The King’s Gospel & Glory –Sambalpuri  @CreateInternational
Uploaded November 2024 | Updated September 2026, 2 weeks ago
ଗଉରବର୍ ରଜା | KING of GLORY | Sambalpuri
ପହେଲା ଭାଗ୍ Part 1: • ଗଉରବର୍ ରଜା | KING of GLORY | ପହେଲା ଭା... 1 hr. 47 min.
ଦୁସରା ଭାଗ୍ Part 2: • ଗଉରବର୍ ରଜା | KING of GLORY | ଦୁସରା ଭା... 1 hr. 55 min.
ପୁରା ଚଲଚିତ୍ର Full Movie: • ଗଉରବର୍ ରଜା | KING of GLORY | ପୁରା ଚଲ... 3 hrs. 42 min.

ଭବିଷ୍ୟ‌ଦ୍‌ବକ୍ତାମାନକର୍ ପବିତ୍ର ଶାସ୍ତର୍ ଦେଇ ଈ ଯାତ୍ରା ଆପଣମାନକେ ବିଶ୍ବର୍ ରଜାକୁଁ ଭେଟବାର୍ କେ ଆରୁ ତାକର୍ ବିଦ୍ରୋହୀ ପରଜା ମାନକେ ଅନ୍ଧାରର୍ ରାଏଜ୍ ନୁ ଉଦ୍ଧାର୍ କରବାକେ ଆରୁ ତାକର୍ ଉକିଆର୍ ରାଏଜ୍ ନେ ତାକର୍ ସାଂଗେ ସଦାକାଲର୍ ଲାଗି ରହେବାକେ ଯୋଗ୍ୟତା ପାଏବାର୍ ଲାଗି ତାକର୍ ଯୋଜନାକେ ବୁଝବାର୍ ଲାଗି ନିଉତା ଦଉଛେ | ଇତାର୍ ଭିତରେ ଥିବାର୍ କଥା ଆରୁ ଏନିମେସନ୍ ଆରୁ ଲାଇଭ୍ ଭିଡିଓର୍ ସୁନ୍ଦର୍ ମିଶ୍ରଣ ସାଂଗେ ଈ ଚଲଚ୍ଚିତ୍ରଟା ବିଶ୍ୱବ୍ୟାପୀ ଦର୍ଶକମାନକର୍ ଲାଗି ଆଏ |

ପୁରା ଫିଲିମ୍ ୨୨୨ ମିନିଟ୍ ର ଆଏ, ୭୦ଟା ଦୃଶ୍ୟଥି ବନା ହେଇଛେ, ୧୫ଟା ଏପିସୋଡ୍ କରାହେଇଛେ, ଆରୁ ଦୁଇଟା ଭାଗେ ଭାଗ୍ କରାହେଇଛେ
ଭାଗ୍ ୧. ଜୁହ୍ନା ନିୟମ୍: ରଜା ତାକର୍ ଯୋଜନାକେ ଆଘୋନୁ ଜନାସନ୍ (ଏପିସୋଡ୍ ୧-୮)
ଭାଗ୍ ୨. ନୁଆଁ ନିୟମ୍: ରଜା ତାକର୍ ଯୋଜନା ସଫଲ୍ କରସନ୍ (ଏପିସୋଡ୍ ୯-୧୫)

ଗଉରବର୍ ରଜା : ୧୫ଟା ଏପିସୋଡ୍ ଥି ଗୁଟେ କଥା
ଭାଗ୍ ୧. ଜୁହ୍ନା ନିୟମ୍: ରଜା ତାକର୍ ଯୋଜନାକେ ଆଘୋନୁ ଜନାସନ୍ (୧ ଘଣ୍ଟା ୪୭ ମିନିଟ୍)
ପହେଲାନୁ କଥା ପଦେ (ଦୃଶ୍ୟ ୧-୩)
ସର୍ଜନାକାରୀ ଆରୁ ତାକର୍ ସର୍ଜନା (ଦୃଶ୍ୟ ୪-୯)
ଶଏତାନ୍ ସର୍ଜନାକେ ଢୁକବାର୍ ଟା (ଦୃଶ୍ୟ ୧୦-୧୫)
ପାପର୍ ଅଭିଶାପ୍ ଆରୁ ପର୍‌ମେଶ୍ବରଙ୍କର୍ ପ୍ରତିଜ୍ଞା (ଦୃଶ୍ୟ ୧୬-୧୯)
ବଲିଦାନର୍ ଉପେ (ଦୃଶ୍ୟ ୨୦-୨୪)
ମୁନୁଷର୍ ବିଦ୍ରୋହ ଆରୁ ପର୍‌ମେଶ୍ବରଙ୍କର୍ ବିଶ୍ୱସ୍ତତା (ଦୃଶ୍ୟ ୨୫-୨୭)
ପର୍‌ମେଶ୍ବରଙ୍କର୍ ଯୋଜନା ଆଗ୍ କେ ବଢ଼ସି (ଦୃଶ୍ୟ ୨୮-୩୨)
ବ୍ୟବସ୍ଥା ଆରୁ ଭବିଷ୍ୟ‌ଦ୍‌ବକ୍ତାମାନେ (ଦୃଶ୍ୟ ୩୩-୩୬)

ଭାଗ୍ ୨: ନୁଆଁ ନିୟମ୍: ରଜା ତାକର୍ ଯୋଜନାକେ ପୁରନ୍ କରସନ୍ (୧ ଘଣ୍ଟା ୫୫ ମିନିଟ୍)
ରଜାଙ୍କର୍ ପ୍ରବେଶ୍ (ଦୃଶ୍ୟ ୩୭-୪୨)
ରଜାଙ୍କର୍ ଚରିତ୍ର (ଦୃଶ୍ୟ ୪୩-୪୭)
ରଜାଙ୍କର୍ ଅଧିକାର୍ (ଦୃଶ୍ୟ ୪୮-୫୧)
ରଜାଙ୍କର୍ କାମ୍ (ଦୃଶ୍ୟ ୫୨-୫୬)
ରଜା ନିଜକେ ସଁପିଦେଲେ (ଦୃଶ୍ୟ ୫୭-୬୧)
ରଜାଙ୍କର୍ ବଲିଦାନ୍ ଆରୁ ଜୟେ ପାଏବାର୍ ଟା (ଦୃଶ୍ୟ ୬୨-୬୫)
ରଜାଙ୍କର୍ ସୁସମାଚାର୍ ଆରୁ ଗଉରବ୍ (ଦୃଶ୍ୟ ୬୬-୭୦)
ଆମର୍ ପର୍‌ମେଶ୍ବର୍‌ କେତେ ମହାନ୍ (ଆରବୀ ଭାଷାନେ ଗୀତ୍) ମୁଲ୍ୟ ଦେବାର୍ ଟା

© 2023 ROCK International
king-of-glory.com
King of Glory, Ep15 (ଗଉରବର୍ ରଜା) – The King’s Gospel & Glory –SambalpuriMedia4Movements PromoCreation to Christ - Jumli Khash Animation
Create International |

King of Glory, Ep15 (ଗଉରବର୍ ରଜା) – The King’s Gospel & Glory –Sambalpuri

SHARE TO X SHARE TO REDDIT SHARE TO FACEBOOK WALLPAPER